ଓପନ୍ ଡେ-2026: ଆଗାମୀ ପିଢ଼ିକୁ କୃଷି ସହ ଯୋଡ଼ିବା ଲକ୍ଷ୍ୟ

ଆଧୁନିକ କୃଷି, ଉଦ୍ଭାବନ ଓ ରୋଜଗାରର ନୂଆ ଦିଗ


ଭାରତ ଏକ କୃଷିପ୍ରଧାନ ଦେଶ । ତେଣୁ ଏଠାରେ ଜନ୍ମଲାଭ କରୁଥିବା ପ୍ରତ୍ୟେକ ପିଲା କୃଷି ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ । ପ୍ରାଥମିକ ଅବସ୍ଥାରେ ବିଦ୍ୟାର୍ଥୀମାନେ ଏଥିପ୍ରତି କିଭଳି ଆଗ୍ରହୀ ହେବେ, ସେଥିପାଇଁ ସେମାନଙ୍କୁ ଭିନ୍ନ ଭିନ୍ନ କୌଶଳ ଏବଂ ଆକର୍ଷଣୀୟ ମଡେଲ୍ ଜରିଆରେ କୃଷିର ସକାରାତ୍ମକ ଦିଗ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ ।କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ବିଭାଗ ପକ୍ଷରୁ ଆୟୋଜିତ ଓପନ୍ ଡେ-2026 ଅବସରରେ ନିଜ ଅଭିଭାଷଣରେ କିଛି ଏହିପରି କହିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ତେଜପ୍ରତାପ । ତେଣୁ ପ୍ରତ୍ୟେକ ଭାରତୀୟ ବିଦ୍ୟାର୍ଥୀ କୃଷି ସମ୍ପର୍କରେ ପ୍ରାଥମିକ ଜ୍ଞାନ ଆହରଣ କରିବା ଆବଶ୍ୟକ ଏବଂ ସେ ଦିଗରେ ସେମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଯାହାକିଛି କରିବା କଥା, ସେମାନେ ଅଧ୍ୟୟନ କରୁଥିବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତାହା କରିବା ଆବଶ୍ୟକ । ସେମାନଙ୍କୁ ଭିନ୍ନ ଭିନ୍ନ କୌଶଳ ଏବଂ ଆକର୍ଷଣୀୟ ମଡେଲ୍ ଜରିଆରେ କୃଷିର ସକାରାତ୍ମକ ଦିଗ ପ୍ରତି ଆକୃଷ୍ଟ କରିବା ଆଜି ସମୟର ଆବଶ୍ୟକତା ବୋଲି କହିଥିଲେ କୁଳପତି ଡ. ତେଜପ୍ରତାପ ।


ସେପଟେ ନିଜ ଅଭିଭାଷଣରେ କୁଳସଚିବ ପ୍ରଫେସର ଡ. ଅନିଲ କୁମାର ଶର୍ମା କହିଥିଲେ, ସମ୍ପ୍ରତି କୃଷି କ୍ଷେତ୍ର ଆଡ଼କୁ ମୁହଁ ଫେରାଇବାର ସମୟ ଆସିଛି । ତେବେ ସାଧାରଣ ପାରମ୍ପରିକ ଶୈଳୀ ନୁହେଁ, ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି କୃଷି ଦିଗରେ ମନ ବଳାଇଲେ ଏହା ଆମକୁ ସୁନା ଫଳାଇବାରେ ସାହାଯ୍ୟ କରିବ ।ଏଥିସହ ସେ କୃଷିରେ କ୍ୟାରିଅର ଗଢ଼ିବା ନେଇ ଥିବା ବିସ୍ତୃତ ସୁଯୋଗଗୁଡ଼ିକ ସମ୍ପର୍କରେ ମଧ୍ୟ ଓପନ୍ ଡେ-2026 ଅବସରରେ ବର୍ଣ୍ଣନା କରିବାକୁ ଭୁଲି ନ ଥିଲେ । ଡ. ଶର୍ମା ସମ୍ପ୍ରତି କୃଷି କିଭଳି ଯୁବ ସମ୍ପ୍ରଦାୟ ପାଇଁ ରୋଜଗାରର ଏକ ଅପ୍ରତିଦ୍ୱନ୍ଦ୍ୱୀ ମାଧ୍ୟମ ପାଲଟିଛି, ସେକଥା କୌତୁକିଆ ଶୈଳୀରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ କହିଥିଲେ । ଓପନ୍ ଡେ-2026 ପାଳନର ଅର୍ଥ ହେଉଛି, ବିଦ୍ୟାଳୟ ସ୍ତରରୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କୃଷି ଏବଂ ଏଥି ସମ୍ପର୍କିତ ବିଜ୍ଞାନ ସମ୍ପର୍କରେ ଆକୃଷ୍ଟ କରିବା । ସର୍ବଦା ଚାକିରୀ ପଛରେ ନ ଗୋଡ଼ାଇ କୃଷିକୁ ଜୀବିକା ରୂପେ ଗ୍ରହଣ କଲେ, କିଭଳି ଜଣେ ଏକ ସୁନ୍ଦର ଜୀବନ ଯାପନ କରିପାରିବ, ଏହା ପଛରେ ରହିଛି ସେହି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ । କାରଣ ଆଜିର ସମୟରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ କୃଷିବିଜ୍ଞାନକୁ କୃଷି ପ୍ରଣାଳୀରେ ଆପଣେଇଲେ ଚାଷକାର୍ଯ୍ୟ ନିଶ୍ଚିତ ଭାବରେ ଯୁବପିଢ଼ିଙ୍କୁ ଏକ ଲୋଭନୀୟ ରୋଜଗାର ଦେଇପାରିବ ।


ବିଭାଗୀୟ ଡିନ୍ ପ୍ରଫେସର ଡ. ଏସ୍. କୁମାରସ୍ୱାମୀ ନିଜ ବକ୍ତବ୍ୟରେ କୃଷି ବିଷୟରେ ଜାଣିବା ନେଇ ବିଦ୍ୟାର୍ଥୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ବିଦ୍ୟାଳୟଗୁଡ଼ିକ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ସେ କହିଥିଲେ, ଦୈନନ୍ଦିନ ଜୀବନରେ କୃଷିର ରହିଛି ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । ଏଥିସହ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ କୃଷିକ୍ଷେତ୍ରରେ ହେଉଛି ଦ୍ରୁତ ପରିବର୍ତ୍ତନ । ତେଣୁ କୃଷି ବିଷୟରେ ଜ୍ଞାନ ଆହରଣ କରିବା ନେଇ ବିଦ୍ୟାର୍ଥୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ବିଦ୍ୟାଳୟମାନଙ୍କୁ ମୁଁ ଗଭୀର କୃତଜ୍ଞତା ଜଣାଉଛି । ସହକାରୀ ଡିନ୍ ଡ. ଚିନ୍ମୟୀ ମହାପାତ୍ର ଏବଂ ଡ. ଅନୁପମା ସିଂହଙ୍କ ସମେତ କୃଷି ବିଭାଗର ସମସ୍ତ ଫ୍ୟାକଲ୍ଟି, କର୍ମଚାରୀ, ସ୍ୱେଚ୍ଛାସେବୀ ଓ ବିଦ୍ୟାର୍ଥୀମାନେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।


ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ଓପନ୍ ଡେ-2026 କାର୍ଯ୍ୟକ୍ରମ ଥିଲା କୋମଳମତି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କୃଷି, ସେଥିରେ ବ୍ୟବହୃତ ଉନ୍ନତ ଜ୍ଞାନକୌଶଳ, ପ୍ରକଳ୍ପ ଓ କୃଷି ଯନ୍ତ୍ରପାତି ନେଇ ଆଗ୍ରହ ସୃଷ୍ଟି କରିବା, ତଦ୍ ଜନିତ କିଛି ଉଦ୍ଭାବନ ନିମନ୍ତେ ମନ ବଳାଇବାକୁ ପ୍ରେରିତ କରିବା ଦିଗରେ ଉଦ୍ଦିଷ୍ଟ । କାରଣ ସେମାନଙ୍କ ମଧ୍ୟରେ କୃଷିକ୍ଷେତ୍ର ପ୍ରତି ଆକର୍ଷଣ ବଢ଼ିଲେ ହିଁ, ସେମାନେ ଏ ଦିଗରେ ନୂଆ କିଛି କରିବାକୁ ମନ ବଳାଇବେ । କାରଣ ଆଜିର ଦିନରେ ହୁ ହୁ ହୋଇ ଖାଉଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ତଦନୁରୂପ ଭାବରେ କୃଷି ପ୍ରତି ଯୁବପିଢ଼ି ବିଶେଷ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ତେଣୁ କୃଷି ଯେ ଜୀବିକାର୍ଜନର ଏକ ଆକର୍ଷଣୀୟ ମାଧ୍ୟମ ଏହା ସେମାନଙ୍କୁ ବୁଝାଇବା ଏବଂ ସେମାନଙ୍କ ବିଶ୍ୱାସଭାଜନ ହେବା, ମଧ୍ୟ ଏହି କାର୍ଯ୍ୟକ୍ରମ ପଛର ଲକ୍ଷ୍ୟ ରହିଥିଲା ।



ଏହି କାର୍ଯ୍ୟକ୍ରମରେ କଟକ ସହର ଓ ଆଖପାଖରୁ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ଯଥା, ସତ୍ୟସାଇ ସ୍କୁଲ୍, ଅରିହନ୍ତ ଗୁରୁକୁଳମ୍, ଅରିହନ୍ତ ଗୁରୁକୁଳ, ନ୍ୟୁ ଷ୍ଟିୱାର୍ଟ ସ୍କୁଲ୍ (ମିଶନ ରୋଡ୍-ବକ୍ସିବଜାର), ମଡର୍ନ ପବ୍ଲିକ୍ ସ୍କୁଲ୍ (ଚହଟା ବିଡ଼ାନାସୀ), ଜାଭିଅର୍ସ ସ୍କୁଲ୍ (ସିଡିଏ), ଏଲ୍ଆର୍ ଡିଏଭି ସ୍କୁଲ୍ (ଗଣ୍ଡରପୁର) ଭଳି ବହୁ ବିଦ୍ୟାଳୟରୁ ପ୍ରାୟ 800ରୁ ଊର୍ଦ୍ଧ୍ୱ  ବିଦ୍ୟାର୍ଥୀ ଏକାଠି ହୋଇଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ-ସଂଯୋଜକ ଡ. ଅଭିନବ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅଷ୍ଟମରୁ ନେଇ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ନିଜ ନିଜ ବିଦ୍ୟାଳୟର ଅଧ୍ୟକ୍ଷ (ପ୍ରିନ୍ସିପାଲ) ଏବଂ ଶିକ୍ଷକମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟି କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ନିରନ୍ତର କୃଷିକାର୍ଯ୍ୟ ସମ୍ପର୍କରେ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ଥିଲା ।

 


ଏହାବ୍ୟତୀତ  ଯାହା ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି, ଓପନ୍ ଡେ-2026 ଉପଲକ୍ଷେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କୃଷି ବିଭାଗ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ କୃଷି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ସେଥିରେ କୃଷିର ବିଭିନ୍ନ କୌଶଳ, ଫସଲ ଉତ୍ପାଦନ, ଜଳସେଚନ ପ୍ରଣାଳୀ, ଆଧୁନିକ କୃଷି ପଦ୍ଧତି ତଥା ବ୍ୟବସାୟିକ ମୂଲ୍ୟବୋଧଭିତ୍ତିକ ଉତ୍ପାଦକୁ ନେଇ ବିଭିନ୍ନ ଆକର୍ଷଣୀୟ ମଡେଲମାନ ସ୍ଥାନ ପାଇଥିଲା । ଖାଲି ସେତିକି ନୁହେଁ, ବହୁ ସୁଦୃଶ୍ୟ ଷ୍ଟଲରେ ପ୍ରଦର୍ଶିତ ବିଭିନ୍ନ କୃଷି ଏବଂ ଖାଦ୍ୟ ଉତ୍ପାଦ ପ୍ରତି ପରିଦର୍ଶନରେ ଆସିଥିବା ବିଦ୍ୟାର୍ଥୀମାନେ ବେଶ୍ ଋଚି ଦେଖାଇଥିବା ପରିଲକ୍ଷିତ ହୋଇଥିଲା । ଏଭଳି ଏକ ଅଭିନବ ଆୟୋଜନ ସେମାନଙ୍କ ମନରେ ଥିବା ବହୁ ପ୍ରଶ୍ନର ସରଳ ଓ ଆଶୁ ସମାଧାନ କରିବାରେ ସକ୍ଷମ ହେଲା ବୋଲି ଓପନ୍ ଡେ-2026ରେ ଭାଗ ନେଇଥିବା ଅଧିକାଂଶ ବିଦ୍ୟାର୍ଥୀ କହିଥିଲେ । ପ୍ରାଧ୍ୟାପିକା ଡ. ବୁଲବୁଲ୍ ବବଲୀନା ଏହି କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିବା ବେଳେ ପ୍ରାଧ୍ୟାପିକା ଡ. ଶୀତଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


ओपन डे–2026: जब नई पीढ़ी ने किया मिट्टी से संवाद


भारत की आत्मा सदियों से खेतों में बसती आई है। अन्नदाता के परिश्रम, प्रकृति के अनुशासन और विज्ञान की समझ से पनपी इस सभ्यता में कृषि केवल एक व्यवसाय नहीं, बल्कि जीवन-दर्शन रही है। इसी शाश्वत परंपरा को आधुनिक दृष्टि से पुनर्परिभाषित करने का एक सार्थक प्रयास श्री श्री विश्वविद्यालय के कृषि संकाय द्वारा आयोजित ओपन डे–2026’ के माध्यम से देखने को मिला, जहाँ ज्ञान, नवाचार और भविष्य की संभावनाएँ एक साझा मंच पर साकार हुईं।

कार्यक्रम को संबोधित करते हुए विश्वविद्यालय के कुलपति प्रोफेसर डॉ. तेजप्रताप ने अत्यंत सारगर्भित शब्दों में कहा कि भारत जैसे कृषि-प्रधान देश में जन्म लेने वाले प्रत्येक नागरिक के लिए कृषि का बुनियादी ज्ञान अनिवार्य है। उन्होंने इस बात पर विशेष बल दिया कि यदि विद्यार्थियों में प्रारंभिक अवस्था से ही कृषि के प्रति रुचि विकसित की जाए, तो न केवल इस क्षेत्र के प्रति उनका दृष्टिकोण बदलेगा, बल्कि वे इसे सम्मानजनक और संभावनाओं से भरपूर जीवन-विकल्प के रूप में भी देख पाएँगे। डॉ. तेजप्रताप के अनुसार, विविध कौशलों, आकर्षक मॉडलों और अनुभवात्मक शिक्षण के माध्यम से कृषि के सकारात्मक पक्षों को प्रस्तुत करना आज की शैक्षिक आवश्यकता बन चुका है।

अपने ओजस्वी संबोधन में विश्वविद्यालय के कुलसचिव प्रोफेसर डॉ. अनिल कुमार शर्मा ने कृषि को 21वीं सदी के सबसे संभावनाशील क्षेत्रों में से एक बताते हुए कहा कि अब समय आ गया है जब युवा पीढ़ी को पारंपरिक सोच से बाहर निकलकर कृषि की ओर नए दृष्टिकोण से देखना चाहिए। उन्होंने स्पष्ट किया कि आधुनिक तकनीक, वैज्ञानिक अनुसंधान और नवाचार से सुसज्जित कृषि न केवल आर्थिक समृद्धि प्रदान कर सकती है, बल्कि यह युवाओं को आत्मनिर्भर और समाजोपयोगी भी बना सकती है। उन्होंने सरल एवं रोचक शैली में विद्यार्थियों को बताया कि किस प्रकार कृषि आज रोजगार का एक सशक्त और प्रतिस्पर्धा-रहित माध्यम बनकर उभर रही है।

ओपन डे–2026 का मूल उद्देश्य विद्यालय स्तर से ही विद्यार्थियों में कृषि और उससे जुड़े विज्ञान के प्रति जिज्ञासा और आकर्षण उत्पन्न करना था। कार्यक्रम इस संदेश के साथ आगे बढ़ा कि केवल पारंपरिक नौकरियों के पीछे भागना ही सफलता का पर्याय नहीं है; यदि आधुनिक ज्ञान और तकनीक के साथ कृषि को अपनाया जाए, तो यह न केवल सम्मानजनक जीवन, बल्कि स्थायी समृद्धि का मार्ग भी प्रशस्त कर सकती है।

कृषि संकाय के संकायाध्यक्ष प्रोफेसर डॉ. एस. कुमारस्वामी ने अपने विचार रखते हुए उन विद्यालयों के प्रति आभार व्यक्त किया, जो विद्यार्थियों को कृषि विषय से जोड़ने का प्रयास कर रहे हैं। उन्होंने कहा कि दैनिक जीवन में कृषि की भूमिका अत्यंत महत्वपूर्ण है और आधुनिक तकनीकी हस्तक्षेप के कारण यह क्षेत्र तीव्र परिवर्तन के दौर से गुजर रहा है। ऐसे समय में विद्यार्थियों को कृषि ज्ञान के लिए प्रेरित करना एक दूरदर्शी कदम है। कार्यक्रम के सफल आयोजन में सहायक डीन डॉ. चिन्मयी महापात्र एवं डॉ. अनुपमा सिंह सहित कृषि विभाग के सभी संकाय सदस्यों, कर्मचारियों, स्वयंसेवकों और विद्यार्थियों का योगदान उल्लेखनीय रहा।

इस आयोजन की आत्मा थी कृषि प्रदर्शनी, जिसे विभाग के विद्यार्थियों ने अत्यंत सृजनात्मक ढंग से प्रस्तुत किया। प्रदर्शनी में फसल उत्पादन, सिंचाई प्रणालियाँ, आधुनिक कृषि पद्धतियाँ, कृषि यंत्र, मूल्यवर्धित उत्पाद तथा सतत कृषि से जुड़े अनेक आकर्षक मॉडल प्रदर्शित किए गए। सुंदर ढंग से सजे स्टॉलों पर रखे कृषि एवं खाद्य उत्पादों ने आगंतुक विद्यार्थियों को विशेष रूप से आकर्षित किया और उनके मन में अनेक प्रश्नों व संभावनाओं को जन्म दिया।

कटक शहर एवं आसपास के क्षेत्रों से आए 800 से अधिक विद्यार्थियों ने इस आयोजन में सहभागिता की। सत्य साईं स्कूल, अरिहंत गुरुकुलम, अरिहंत गुरुकुल, न्यू स्टीवर्ट स्कूल, मॉडर्न पब्लिक स्कूल, ज़ेवियर्स स्कूल, एलआर डीएवी स्कूल सहित अनेक प्रतिष्ठित विद्यालयों के छात्र-छात्राएँ अपने प्रधानाचार्यों और शिक्षकों के साथ कार्यक्रम में उपस्थित रहे।

विद्यालय समन्वयक डॉ. अभिनव मिश्र के मार्गदर्शन में कक्षा आठवीं से ग्यारहवीं तक के विद्यार्थियों ने कृषि, खाद्य प्रसंस्करण और सतत विकास से जुड़े विषयों को प्रत्यक्ष अनुभव के माध्यम से समझा।

अधिकांश विद्यार्थियों ने यह स्वीकार किया कि इस अभिनव आयोजन ने उनके मन में कृषि को लेकर बनी भ्रांतियों को दूर किया और उनके अनेक प्रश्नों का सरल व व्यावहारिक समाधान प्रस्तुत किया। कार्यक्रम का संचालन प्राध्यापिका डॉ. बुलबुल बबलीना ने कुशलतापूर्वक किया, जबकि प्राध्यापिका डॉ. शीतल महापात्र ने धन्यवाद ज्ञापन प्रस्तुत किया। ओपन डे-2026 केवल एक आयोजन नहीं, बल्कि एक विचार था, एक ऐसा विचार, जो आने वाली पीढ़ी को मिट्टी से जोड़कर विज्ञान, नवाचार और सतत भविष्य की ओर अग्रसर करता है।


Open Day-2026: Reimagining Agriculture as the Calling of a New Generation


In an age defined by rapid technological advancement and shifting career aspirations, Sri Sri University, Cuttack, offered a compelling counter-narrative through Open Day-2026, organized by its Faculty of Agriculture, an event that sought not merely to inform, but to inspire.

India, a civilisation deeply rooted in agrarian wisdom, stands today at a crossroads. Addressing this very reality, Professor Dr. Tej Partap, Vice-Chancellor of Sri Sri University, eloquently observed that every child born in this land must grow with an understanding of agriculture, not as a relic of the past, but as a living, evolving science. He emphasized that cultivating curiosity at the foundational level is essential, and that young minds must be drawn toward agriculture through innovative pedagogy, experiential models and an affirmative portrayal of its immense possibilities.

The Vice-Chancellor further underscored the responsibility of educational institutions in nurturing this connection. In his view, making agriculture intellectually engaging and aspirational through creative exposure and modern skill integration is no longer optional, it is an urgent necessity of our time.

Echoing this vision, Registrar Professor Dr. Anil Kumar Sharma highlighted a powerful truth: the future beckons us back to agriculture, but not in its conventional form. He advocated for a paradigm shift toward technologically empowered, knowledge-driven farming, asserting that when modern science and innovation converge with agriculture, the results can be transformative, both economically and socially. With thoughtful insight, he elaborated on the vast and often underappreciated career avenues that agriculture now offers, especially for the youth.


Open Day-2026, he noted, was conceived with a singular purpose, to awaken young students, from the school level itself, to the profound potential of agriculture and its allied sciences. At a time when the pursuit of salaried employment dominates aspiration, the event offered a refreshing perspective: that agriculture, when embraced with vision and innovation, can sustain not only livelihoods but also meaningful, fulfilling lives.

Adding academic depth to the discourse, Professor Dr. S. Kumaraswamy, Dean of the Faculty of Agriculture, expressed sincere appreciation for schools that actively encourage students to engage with agricultural learning. He reflected on the indispensable role agriculture plays in daily life and observed that technological advancements are rapidly reshaping the sector. His words acknowledged the collective responsibility of educators in guiding students toward this dynamic field.

The event was made possible through the dedicated efforts of Associate Deans Dr. Chinmayee Mohapatra and Dr. Anupama Singh, alongside the faculty, staff, student volunteers and researchers of the Faculty of Agriculture, whose collaboration transformed vision into reality.


At its core, Open Day-2026 was designed to ignite imagination. Through immersive exposure to advanced farming technologies, agricultural machinery, research-driven projects and sustainable practices, the program sought to kindle curiosity among young learners. In an era where consumer populations surge while youth disengagement from agriculture deepens, the initiative addressed a critical imbalance, repositioning agriculture as a sophisticated, rewarding, and future-ready profession.

The event witnessed enthusiastic participation from over 800 students representing esteemed institutions across Cuttack and its surrounding regions, including Sathya Sai School, Arihant Gurukulam, Arihant Gurukul, New Stewart School, Modern Public School, Xavier’s School, and LR DAV School, among others. Students from Classes VIII to XI, accompanied by their principals and teachers, attended under the coordination of Dr. Abhinav Mishra, the School Outreach Coordinator of Sri Sri University.


A defining highlight of the day was the student-curated agricultural exhibition, a visual and intellectual feast that showcased models on crop science, irrigation systems, modern farming methodologies, value-added agribusiness products and sustainable agricultural solutions. The thoughtfully designed stalls and interactive displays drew keen interest, offering clarity, inspiration and immediate answers to the many questions young minds carry.

Participants widely acknowledged that the experience demystified agriculture, transforming it from a perceived necessity into a realm of opportunity and innovation. The program was seamlessly conducted by Professor Dr. Bulbul Boblina with Professor Dr. Sheetal Mohapatra delivering the concluding vote of thanks. Open Day-2026 thus emerged not merely as an academic event, but as a quiet yet powerful movement, one that reasserted rightful place of agriculture at the intersection of tradition, technology and tomorrow.



Comments

Popular posts from this blog

Ganesh Utsav 2025: Ten Days of Devotion, Culture and Celebration at Sri Sri University

Garima Rasali: From Challenges to Triumph, the Emerging Nursing Queen

हार से सीख, जीत का ताज : एसएसयु बना बास्केटबॉल चैंपियन